ଚିନ୍ତା ବଢାଇଲା ; ବଢିଲା ସୁନା ଦର, ପୁଣି ଟପିବ ଲକ୍ଷେ ଟଙ୍କା!
ଭୁବନେଶ୍ୱର : ସୁନାର ବଢୁଥିବା ଦାମ୍ ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ହୁ ହୁ ହୋଇ ବଢି ଚାଲିଛି ଦାମ୍। ଜୁନ୍ ୫ ଅର୍ଥାତ୍ ଗୁରୁବାର ସୁନା ଦର ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୯,୬୦୦ ଟଙ୍କା ରହିଛି । ଗତକାଲି ଏହା ୯୯,୧୭୦ ଟଙ୍କା ଥିଲା । ଏଥିରେ ୪୩୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୧,୩୦୦ ଟଙ୍କା … Continue reading ଚିନ୍ତା ବଢାଇଲା ; ବଢିଲା ସୁନା ଦର, ପୁଣି ଟପିବ ଲକ୍ଷେ ଟଙ୍କା!
Copy and paste this URL into your WordPress site to embed
Copy and paste this code into your site to embed