ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ୭୪ ପ୍ରତିଶତ ମୁସଲ୍ମାନ ଖୁସି – ମୁସ୍ଲିମ୍ ରାଷ୍ଟ୍ରୀୟ ମଞ୍ଚ
ଡେସ୍କ: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ୭୪ ପ୍ରତିଶତ ମୁସଲ୍ମାନ ଖୁସି ଅନୁଭବ କରୁଥିବା ମୁସ୍ଲିମ୍ ରାଷ୍ଟ୍ରୀୟ ମଞ୍ଚ କହିଛି। ଏହାଛଡ଼ା ନରେନ୍ଦ୍ର ମୋଦି ଭାରତର ଜଣେ ସଫଳ ପ୍ରଧାନମନ୍ତ୍ରୀ ବୋଲି ଏହି ଜାତୀୟତାବାଦୀ ମୁସ୍ଲିମ୍ ସଙ୍ଗଠନ ଦାବି କରିଛି। ମୁସ୍ଲିମ୍ ରାଷ୍ଟ୍ରୀୟ ମଞ୍ଚଦ୍ୱାରା ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ ଏହି ବିଷୟ କୁହାଯାଇଛି। ସେହି ସଙ୍ଗଠନ ଦ୍ୱାରା ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ଇସ୍ରାଏଲର କଡା ଜବାବ, ବନ୍ଦ ହେବନି ଯୁଦ୍ଧ ସଙ୍ଗଠନ କହିଛି, … Continue reading ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ୭୪ ପ୍ରତିଶତ ମୁସଲ୍ମାନ ଖୁସି – ମୁସ୍ଲିମ୍ ରାଷ୍ଟ୍ରୀୟ ମଞ୍ଚ
Copy and paste this URL into your WordPress site to embed
Copy and paste this code into your site to embed