ବେଆଇନ ଖନନ; ସୁନା ଖଣିରେ ଖାଦ୍ୟ,ପାଣି ବିନା ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ : ବେଆଇନ ସୁନା ଖଣିରେ ଖନନ ସମୟରେ ଚାଲିଗଲା ୧୦୦ରୁ ଅଧିକ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦକ୍ଷିଣ ଆଫ୍ରିକାରେ ଘଟିଛି। ଦକ୍ଷିଣ ଆଫ୍ରିକାରେ ବେଆଇନ ଭାବରେ ସୁନାଖଣିରେ ଖନନ ସମୟରେ ୧୦୦ ରୁ ଅଧିକ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଖଣି ଶ୍ରମିକମାନେ କିଛି ଦିନ ଧରି ବନ୍ଦ ସୁନା ଖଣି ବେଆଇନ ଭାବରେ ଖୋଳିଥିଲେ, ଏହି ସମୟ ମଧ୍ୟରେ ସେମାନଙ୍କର ବାହ୍ୟ ଜଗତ ସହିତ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା ଏବଂ … Continue reading ବେଆଇନ ଖନନ; ସୁନା ଖଣିରେ ଖାଦ୍ୟ,ପାଣି ବିନା ୧୦୦ରୁ ଅଧିକ ମୃତ