ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଶାସକ୍ତ ସ୍ୱାମୀ

ଔପଦା  : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଶାସକ୍ତ ସ୍ୱାମୀ । ଔପଦା ଥାନା ଅଞ୍ଚଳର ତିନି ଜଣ ଆଦିବାସୀଙ୍କୁ ନିର୍ମମ ହତ୍ୟା ଘଟଣାରେ ଦଶ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅଞ୍ଚଳବାସୀଙ୍କ ମନରୁ ଲିଭି ନଥିଲା ବେଳେ ପୁଣି ଏହି ଥାନା ଅଞ୍ଚଳ ଅଘିରାପଦା ପଞ୍ଚାୟତ ଚିନଚିଡା ଗ୍ରାମର ଆଦିବାସୀ ସାହିରେ ଜଣେ ଆଦିବାସୀ ନିଜ ସ୍ତ୍ରୀକୁ ପିଟିପିଟି ମାରି ଦେଇଥିବା ଔପଦା ଅଞ୍ଚଳରେ ପୁଣି ଏକ ଆଲୋଡନ ସୃଷ୍ଟି କରିଛି। ଆଦିବାସୀ … Continue reading ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଶାସକ୍ତ ସ୍ୱାମୀ