ଅପରାଧୀଙ୍କୁ ସାବାଡ଼ ପାଇଁ ଓଡ଼ିଶାରେ ଉତ୍ତରପ୍ରଦେଶ ଫର୍ମୁଲା

ଝାରସୁଗୁଡ଼ା/ବନ୍ଧବାହାଲ : ଉତ୍ତରପ୍ରଦେଶ ଭଳି ଝାରସୁଗୁଡ଼ାରେ ଆରମ୍ଭ ହୋଇଛି ବୁଲଡୋଜର ଫର୍ମୁଲା। ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ଗତକାଲି ଗୁଳିମାଡ଼ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସୋନୁର ଘର ସହିତ ୭ଟି ଦୋକାନ ଘରକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି। ଜବରଦଖଲ କରି ଏଭଳି ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ରହୁଥିବା ଅପରାଧିକୁ ସାବାଡ଼ କରିବା ପାଇଁ ଏଭଳି ଅଭିଯାନ ଜାରି ରହିବ ବୋଲି ପୁଲିସ ଅଧୀକ୍ଷକ ସ୍ମିତ … Continue reading ଅପରାଧୀଙ୍କୁ ସାବାଡ଼ ପାଇଁ ଓଡ଼ିଶାରେ ଉତ୍ତରପ୍ରଦେଶ ଫର୍ମୁଲା