ସୁବର୍ଣ୍ଣପୁର : ପୌର ନିର୍ବାଚନରେ ବିଜୁ ଜନତାଦଳ ସୁବର୍ଣ୍ଣପୁର ଜିଲ୍ଲାରେ ବାଜିମାତ କରିଛି। ସୁବର୍ଣ୍ଣପୁର ପୌର ସଂସ୍ଥାର ଅଧ୍ୟକ୍ଷା ଭାବେ ବିଜେଡିର ତାମସୀ ତମସ୍ମିତା ନାଏକ ବିଜୟୀ ହୋଇଛନ୍ତି। ସେହିପରି ତରଭା ଏନଏସିର ଅଧ୍ୟକ୍ଷା ଭାବେ ବିଜେଡିର ବନ୍ଦିତା ନାୟକ ଏବଂ ବିନିକା ଏନଏସି ଅଧ୍ୟକ୍ଷ ଭାବେ ବିଜେଡିର ସୁବାସ ଚନ୍ଦ୍ର ଭୁଏ ବିଜୟୀ ହୋଇଛନ୍ତି।
Popular Categories



