ମହାକାଶରେ ମହାଜାଗତିକ ଘଟଣା, ଏପ୍ରିଲ୍ ୮ରେ ହେବ ପୂର୍ଣ୍ଣ ସୂର୍ଯ୍ୟପରାଗ

ଭୁବନେଶ୍ବର: ଆସନ୍ତା ଏପ୍ରିଲ୍୮ ତାରିଖରେ ସଙ୍ଗଠିତ ହେବ ଏକ ବିରଳ ତଥା ସୁନ୍ଦର ପୂର୍ଣ୍ଣ ସୂର୍ଯ୍ୟପରାଗ। ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା,  କାନାଡା ଓମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ ଓ ଏହାର  ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ । ଏହା  ଭାରତୀୟ ସମୟ  ରାତି ୯ଟା  ୧୨ ମିନିଟ ରେ ଆରମ୍ଭ ହୋଇ ପର ଦିନ ଭୋର ୨ ଟା ୨୨ ମିନିଟ ସମୟରେ ଶେଷ ହେବ। ସର୍ବାଧିକ ପରାଗ … Continue reading ମହାକାଶରେ ମହାଜାଗତିକ ଘଟଣା, ଏପ୍ରିଲ୍ ୮ରେ ହେବ ପୂର୍ଣ୍ଣ ସୂର୍ଯ୍ୟପରାଗ