www.samajalive.in
Sunday, December 7, 2025
23.1 C
Bhubaneswar

ରାସ୍ତାରୁ ରୋଗୀଙ୍କୁ ନେଇ ଏସ୍‌ସିବିରେ ଭର୍ତ୍ତି କଲେ ଯୁବ ସମାଜସେବୀ

କଟକ : ରାସ୍ତାରୁ ଜ୍ବର ପୀଡିତାଙ୍କୁ ନେଇ ଏସ୍‌ସିବିରେ ଚିକିତ୍ସା ନିମନ୍ତେ ଯୁବ ସମାଜସେବୀ ଭର୍ତ୍ତି କରାଇଛନ୍ତି। ଜ୍ବର ପୀଡିତା ଜଣକ ଭିକାରୀ ବୋଲି ଜଣାପଡିଛି। ଜ୍ବର ପୀଡିତା ଜଣକ ହେଉଛନ୍ତି ସନାତନ ନାୟକ। ସେ ଜୋବ୍ରା ଟ୍ରେନ ଲାଇନ ନିକଟରେ ଭିକ ମାଗନ୍ତି। ତାଙ୍କ ଦେହ ଖରାପ ଥିବାର ଯୁବ ସମାଜସେବୀ ଦ୍ବୟ ଦେଖିଥିଲେ। ତାପରେ ତାଙ୍କୁ ଯୁବ ସମାଜସେବୀ ରାସ୍ତାରୁ ଅଟୋ ସାହାର୍ଯ୍ୟରେ ଏସ୍‌ସିବି ମେଡିକାଲକୁ ନେଇଥିଲେ। ତାପରେ ମେଡିକାଲର କାଜୁଆଲିଟିରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କୁ ତାଙ୍କର ଚିକିତ୍ସା କରିବା ନିମନ୍ତେ ଯୁବ ସମାଜସେବୀ କହିଥିଲେ। ତାପରେ ଡାକ୍ତର ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି। ଯୁବ ସମାଜସେବୀ ହେଲେ ଅଭିଜିତ ଦାଶ ଓ ପ୍ରହଲ୍ଲାଦ ମହାରଣା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories