www.samajalive.in
Monday, December 8, 2025
14.1 C
Bhubaneswar

ଭୋଲଟାସ୍‌ର ବ୍ରାଣ୍ଡ୍‌ ଷ୍ଟୋର୍ ଉଦ୍‌ଘାଟିତ

ରାଉରକେଲା: ଭୋଲଟାସ୍ ର ବ୍ରାଣ୍ଡ୍‌ ଷ୍ଟୋର୍ ଉଦ୍‌ଘାଟିତ। ସୁନ୍ଦରଗଡ ସାଇ ବିହାର ରୋଡ୍‌ରେ ଭୋଲଟାସ୍‌ ର ବ୍ରାଣ୍ଡ୍‌ ଷ୍ଟୋର୍‌ ଉଦ୍‌ଘାଟିତ ହୋଇଛି। କମ୍ପାନୀର ଆଞ୍ଚଳିକ ବ୍ୟବସାୟିକ ମୁଖ୍ୟ ମାନସ ମଲ୍ଲିକ , ମାର୍କେଟିଂ ମ୍ୟାନେଜର ବି.ଆର୍ ମହାନ୍ତି ଏବଂ ଷ୍ଟୋର୍ ମାଲିକ ବୁଦ୍ଧିରାମ ପରିଡା, ବିଶ୍ଵଜିତ୍ ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଷ୍ଟୋର୍‌ କୁ ଉଦ୍‌ଘାଟନ କରିଥିଲେ। ଏଠାରେ ଭୋଲ୍ଟାସ୍‌ କମ୍ପାନୀର ଏସି, ଓ୍ବାସିଂ ମେସିନ୍ , ଫ୍ରିଜ୍ , ଓ୍ବାଟର କୁଲର୍‌ , ଏୟାର କୁଲର ଭଳି ୨୦ରୁ ଅଧିକ ସାମଗ୍ରୀ ଗ୍ରାହକ ମାନେ କିଣିପାରିବେ । ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରେ ଯଦି ଆପଣ ସମାଗ୍ରୀ କିଣୁଛନ୍ତି , ତେବେ ୧୭.୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରିବ। ଏପରିକି ଶୂନ୍ୟ ସୁଧହାରରେ ମଧ୍ୟ ଆପଣ ସାମଗ୍ରୀ କିଣିପାରିବେ। ୧୫ ଦିନ ଯାଏ ଫ୍ରିଜ୍ , ଏସି ଏବଂ ଓ୍ବାସିଂ ମେସିନ୍ କିଣିଲେ ଆକର୍ଷଣୀୟ ପୁରସ୍କାର ମଧ୍ୟ ମିଳିପାରିବ। ଏହି ଅବସରରେ ଶ୍ରୀ ପରିଡା କହିଛନ୍ତି  ଗ୍ରାହକଙ୍କ ଚାହିଦାକୁ ଆଖି ଆଗରେ ରଖି ଏହି ଷ୍ଟୋର୍‌ ର ଶୁଭାରମ୍ଭ ହୋଇଛି। ଗ୍ରାହକଙ୍କ ସନ୍ତୁଷ୍ଟିକୁ  ଷ୍ଟୋରରେ ପ୍ରାଥମିକତା ଦିଆଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories