ଦେଖନ୍ତୁ ଭିଡିଓ; ରାସ୍ତାରେ ଯାଉଥିଲା ବିଶାଳକାୟ ସାପ, ଯୁବକ କଲେ ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ସାପ ଓ ଜଣେ ଯୁବକଙ୍କ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓଟିକୁ ଦେଖିବା ପରେ ଲୋକେ ଚିନ୍ତା ପ୍ରକଟ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । Related Posts ପ୍ରାତଃଭ୍ରମଣ ମଣିଷକୁ ସୁସ୍ଥ ଓ ନିଃରୋଗ… Dec 18, … Continue reading ଦେଖନ୍ତୁ ଭିଡିଓ; ରାସ୍ତାରେ ଯାଉଥିଲା ବିଶାଳକାୟ ସାପ, ଯୁବକ କଲେ ଏମିତି..