ଦେଖନ୍ତୁ ଭିଡିଓ; ବିଶାଳକାୟ ଅଜଗର ସହ ଏକାଠି ଗାଧୋଉଛନ୍ତି ବ୍ୟକ୍ତି

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓଟି ଏକ ବିଶାଳକାୟ ଅଜଗର ଓ ଜଣେ ବ୍ୟକ୍ତିଙ୍କର । View this post on Instagram A post shared by Mike Holston (@therealtarzann) ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ଏକ ବିଶାଳକାୟ … Continue reading ଦେଖନ୍ତୁ ଭିଡିଓ; ବିଶାଳକାୟ ଅଜଗର ସହ ଏକାଠି ଗାଧୋଉଛନ୍ତି ବ୍ୟକ୍ତି