ଦେଖନ୍ତୁ ଭିଡିଓ ; ନାଗସାପ ମୁଣ୍ଡରେ ଚଢି ନାଚିଲା ମୂଷା
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ସାପର ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ସାପର ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଛି । ନାଗସାପର ନାଁ ଶୁଣିଲେ ଭୟଭୀତ ହେବା ସାଧାରଣ କଥା । କାରଣ ଏହା ଖୁବ୍ ବିଷାକ୍ତ । ନାଗସାପ ସହଜରେ ନିଜର ଶିକାରକୁ ହାତଛଡା କରିନଥାଏ । ଆଖି … Continue reading ଦେଖନ୍ତୁ ଭିଡିଓ ; ନାଗସାପ ମୁଣ୍ଡରେ ଚଢି ନାଚିଲା ମୂଷା
Copy and paste this URL into your WordPress site to embed
Copy and paste this code into your site to embed