www.samajalive.in
Tuesday, December 9, 2025
15.1 C
Bhubaneswar

ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ଡେସ୍କ: ହଣ୍ଡୋଭାରେ ଗତକାଲି ଗୁଳିମାଡ଼ର ଶିକାର ହୋଇଥିବା ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିଲେ ମଧ୍ୟ ସଙ୍କଟାପନ୍ନ ରହିଛି। ହସ୍ପିଟାଲର ଜଣେ ଅଧିକାରୀଙ୍କ କହିବାନୁସାରେ, ଏକାଧିକ ଗୁଳି ମାଡ଼ ହୋଇଥିବାରୁ ଦୁଇଟି ଡାକ୍ତରୀ ଟିମ୍ ୫ ଘଣ୍ଟାର ଅସ୍ତ୍ରୋପଚାର କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପିଏଙ୍କ ଅସଦାଚରଣ ନେଇ ପୁଲିସରେ ଅଭିଯୋଗ କଲେ ଆପ ସାଂସଦ ସ୍ୱାତୀ ମାଲିୱାଲ

- Advertisement -

ପ୍ରଧାନମନ୍ତ୍ରୀ ଫିକୋଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ନେଇ ସମଗ୍ର ସ୍ଲୋଭାକିଆରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ରୀୟ ସହର ହଣ୍ଡୋଭାରେ ଏକ ସରକାରୀ ବୈଠକରେ ଅଧ୍ୟକ୍ଷତା କରିବା ପରେ ସମର୍ଥକମାନଙ୍କୁ ଅଭିନନ୍ଦନ ଜଣାଇବା ବେଳେ ତାଙ୍କୁ ଗୁଳି କରାଯାଇଥିଲା।

ଆନ୍ଧ୍ର ନିର୍ବାଚନ ପରବର୍ତ୍ତୀ ହିଂସା, କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories