ଦୋକାନରୁ ଫଳ ଖାଇ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା କଲେ ଚୋରି

ସିମୁଳିଆ : ମାର୍କୋଣା ବସ ଷ୍ଟାଣ୍ଡରେ ଥିବା ଫଳ ଦୋକାନରୁ ବିଳମ୍ବିତ ରାତିରେ କେହି ଜଣେ ଅଜଣା ବ୍ୟକ୍ତି ଛାତ ଭାଙ୍ଗି ଚୋରି କରିଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବସ ଷ୍ଟାଣ୍ଡ ନିକଟରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ଦୋକାନର ଆଜବେଷ୍ଟ ଭାଙ୍ଗି ଭିତରକୁ ପଶି ଥିଲେ। ଦୋକାନ ଘରେ ପଶିବା ପରେ ବିଭିନ୍ନ ଫଳ ଖାଇବା ସହ ୫୦ ହଜାରରୁ ଉର୍ଦ୍ଧ୍ବ … Continue reading ଦୋକାନରୁ ଫଳ ଖାଇ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା କଲେ ଚୋରି