ନୂଆ ସିମ୍‌ କାର୍ଡ ପାଇଁ ବଦଳିଲା ନିୟମ; ସରକାରଙ୍କ ନିଷ୍ପତ୍ତି ପରେ ଏମାନଙ୍କ ଉପରେ ପଡିବ ପ୍ରଭାବ..

ନୂଆଦିଲ୍ଲୀ : ନୂଆ ସିମ୍‌ କାର୍ଡ କିଣିବାକୁ ବିଚାର କରୁଥିଲେ କିମ୍ବା ମୋବାଇଲ ନମ୍ବରକୁ ପୋର୍ଟ କରିବାକୁ ଚାହୁଁଥିଲେ, ତେବେ କିଛି ନୂଆ ନିୟମ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ । ଏହା ଆପଣଙ୍କ ପାଇଁ ସହାୟକ ହେବ । ଏହାସହ ନୂଆ ନିୟମ ଆସିବା ଦ୍ୱାରା ସିମ୍‌ କାର୍ଡ କିଣିବା ଅତ୍ୟନ୍ତ ସହଜ ଓ ସୁରକ୍ଷିତ ହୋଇଯିବ । ସରକାରଙ୍କ ପକ୍ଷରୁ ସିମ୍‌ କାର୍ଡର ନିୟମରେ ପରିବର୍ତ୍ତନ କରାଯାଇଥିଲା, ଯାଦ୍ୱାରା ସିମ୍‌ କାର୍ଡ ପାଇବା ପାଇଁ … Continue reading ନୂଆ ସିମ୍‌ କାର୍ଡ ପାଇଁ ବଦଳିଲା ନିୟମ; ସରକାରଙ୍କ ନିଷ୍ପତ୍ତି ପରେ ଏମାନଙ୍କ ଉପରେ ପଡିବ ପ୍ରଭାବ..