ସିକିମରେ ପ୍ରବଳ ବର୍ଷା, ୧୨୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି

ଡେସ୍କ: ସିକିମର ମଙ୍ଗନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଅବରୋଧ ହେବା ଫଳରେ ଫସି ରହିଥିବା ପ୍ରାୟ ୧୨୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜ୍ୟ ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସେରିଙ୍ଗ ଥେଣ୍ଡୁପ ଭୁଟିଆ ବ୍ୟକ୍ତିଗତ ଭାବେ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି। ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ପାଇଁ ବିକଳ୍ପ ଅନୁସନ୍ଧାନ କରାଯାଉଛି। ​ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଗତକାଲି ମେଲି ବଜାର ଗସ୍ତ କରି … Continue reading ସିକିମରେ ପ୍ରବଳ ବର୍ଷା, ୧୨୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି