ଶାବକ ଜନ୍ମ ଦେଲା ଶାର୍କ, ଦେଖନ୍ତୁ କିପରି ଥିଲା ଦୃଶ୍ୟ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ ଏବେ ଏକ ଭିଡିଓ ପ୍ରଘଟ ହେବାରେ ଲାଗିଛି। ଭିଡିଓଟି ଏକ ଶାର୍କ ମାଛର। ଶାର୍କ ମାଛଟି ଶାବକ ଜନ୍ମ ଦେବାର ଦୃଶ୍ୟ ଏହି ଭିଡିଓଟିରେ ରହିଛି। ତେବେ ଏହା କୌଣସି ସମୁଦ୍ରର ଦୃଶ୍ୟ ନୁହେଁ, ବରଂ ଦୁବାଇ ଆକ୍ଵାରିଅମର ଦୃଶ୍ୟ। ଦୁବାଇର ଏହି ଆକ୍ଵାରିଅମରେ ଶାର୍କ ମାଛଟି ଶାବକ ଜନ୍ମ ଦେବା ସମୟରେ ବୁଲିବାକୁ ଆସିଥିବା ଲୋକେ ତାହାକୁ ଦେଖିଥିଲେ। ଆକ୍ଵାରିଅମରେ ଶାର୍କର ଜନ୍ମ ସମୟର ଏହି ବିରଳ ଯାଦୁକରି … Continue reading ଶାବକ ଜନ୍ମ ଦେଲା ଶାର୍କ, ଦେଖନ୍ତୁ କିପରି ଥିଲା ଦୃଶ୍ୟ