ଆଉ ଅଳ୍ପ ଦିନ.. ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ; ଏହି ୩ ରାଶି ହେବେ ମାଲାମାଲ୍‌, ଚାକିରି ଠାରୁ ଆରମ୍ଭ କରି ଦାମ୍ପତ୍ୟ ଜୀବନରେ ହେବ ଖୁସିର ଆଗମନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଶନି ସବୁଠାରୁ ଶକ୍ତିଶାଳୀ ଗ୍ରହ ହେବା ସହ କର୍ମ ଅନୁଯାୟୀ ଫଳ ପ୍ରଦାନ କରି ଥାନ୍ତି। ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଓଲଟା ଚଳନ କରି ବିରାଜମାନ ଅଛନ୍ତି । ଜୁନ୍‌ ୨୦୨୭ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଦଶହରା ପରେ ଶନିଦେବ ନକ୍ଷତ୍ର ପରିବର୍ତ୍ତନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ । ଏହି ସମୟରେ … Continue reading ଆଉ ଅଳ୍ପ ଦିନ.. ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ; ଏହି ୩ ରାଶି ହେବେ ମାଲାମାଲ୍‌, ଚାକିରି ଠାରୁ ଆରମ୍ଭ କରି ଦାମ୍ପତ୍ୟ ଜୀବନରେ ହେବ ଖୁସିର ଆଗମନ