୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ : ଏହି ରାଶିଙ୍କୁ କରିବେ ମାଲାମାଲ୍‌, ବଢିବ ଦରମା, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କୁ ନ୍ୟାୟ ଦେବତା କୁହାଯାଏ । ଶନି ବ୍ୟକ୍ତିଙ୍କୁ କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି । ପ୍ରାୟ ଗୋଟିଏ ରାଶିରେ ଶନି ଅଢେଇ ବର୍ଷ ରହିଥାନ୍ତି । ୧୨ ରାଶି ଚକ୍ର ପୂରଣ କରିବାକୁ ପ୍ରାୟ ୩୦ ବର୍ଷ ସମୟ ଲାଗିଥାଏ । ଏହା ମଧ୍ୟରେ ଶନି ସିଧା ଓ ଓଲଟା ଚଳନ ମଧ୍ୟ କରି ଥାନ୍ତି । ଜୁଲାଇ ୧୩ ତାରିଖରେ ଶନି ମୀନ ରାଶିରେ ସିଧା ଚଳନ କରିବେ … Continue reading ୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ : ଏହି ରାଶିଙ୍କୁ କରିବେ ମାଲାମାଲ୍‌, ବଢିବ ଦରମା, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା..