www.samajalive.in
Sunday, December 7, 2025
26.1 C
Bhubaneswar

ଏଏଫସି ମହିଳା ଏସୀୟ କପ୍-୨୦୨୨ : ପ୍ରସ୍ତୁତି ଶିବିର ପାଇଁ ୨ ଓଡ଼ିଆ ଝିଅ ମନୋନୀତ

କଟକ : ଏଏଫସି ମହିଳା ଏସୀୟ କପ୍-୨୦୨୨ ପାଇଁ ଜାତୀୟ ମହିଳା ଫୁଟବଲ୍ ଦଳର ପ୍ରସ୍ତୁତି ଶିବିରରେ ଯୋଗ ଦେବା ପାଇଁ ଦୁଇ ଓଡ଼ିଆ ଝିଅ ମନୋନୀତ ହୋଇଛନ୍ତି ।
ଆମ ରାଜ୍ୟର ଦୁଇ ପ୍ରତିଭାବାନ ମହିଳା ଫୁଟବଲ୍ ଖେଳାଳି ମୟୂରଭଞ୍ଜର ଜବାମଣି ଟୁଡୁ ଏବଂ ସୁନ୍ଦରଗଡର ପ୍ୟାରୀ ଖାଖାଙ୍କୁ ଏଏଫସି ମହିଳା ମହିଳା ଏସିଆ କପ୍ ପାଇଁ ମହିଳା ଜାତୀୟ ଫୁଟବଲ୍ ଦଳ ପ୍ରସ୍ତୁତି ନିମନ୍ତେ ଆଗାମୀ ତାଲିମ ଶିବିର ପାଇଁ ମନୋନୀତ ହୋଇଛନ୍ତି।
ଏହି ଶିବିର ଆସନ୍ତା ୧୬ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଜାମସେଦପୁରରେ ଆରମ୍ଭ ହେବ।
ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ)ର ସଂପାଦକ ଆଶୀର୍ବାଦ ବେହେରା ଏହି ଉଲ୍ଲେଖନୀୟ ସଫଳତା ପାଇଁ ଉଭୟ ଖେଳାଳୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories