ଆରଟିଆଇରେ ମାଗିଲେ ନିର୍ବାଚନୀ ବଣ୍ଡ ତଥ୍ୟ, ଦେବାକୁ ମନା କଲା ଏସବିଆଇ

ଡେସ୍କ: ସୂଚନା ଅଧିକାର ଆଇନ ଅଧୀନରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଥିବା ନିର୍ବାଚନୀ ବଣ୍ଡର ବିବରଣୀ ପ୍ରକାଶ କରିବାକୁ ମନା କରିଛି। ଷ୍ଟେଟ ବ୍ୟାଙ୍କ କହିଛି, ଏହା ବ୍ୟକ୍ତିଗତ ସୂଚନା, ଯଦିଓ ନିର୍ବାଚନ କମିଶନଙ୍କ ୱେବସାଇଟରେ ରେକର୍ଡ ସାର୍ବଜନୀନ ହୋଇଛି। ସ୍କୁଲ ବସ୍ ଦୁର୍ଘଟଣା – ଅଧ୍ୟକ୍ଷ ଗିରଫ ଇଲେକ୍ଟୋରାଲ ବଣ୍ଡ ସ୍କିମ୍ ଅସାମ୍ବିଧାନିକ ଏବଂ ସ୍ପଷ୍ଟ ଭାବରେ ମନମୁଖୀ ବୋଲି ଦର୍ଶାଇ ସୁପ୍ରିମକୋର୍ଟ ଫେବ୍ରୁଆରି ୧୫ରେ ଏସବିଆଇକୁ ଏପ୍ରିଲ ୧୨, ୨୦୧୯ରୁ … Continue reading ଆରଟିଆଇରେ ମାଗିଲେ ନିର୍ବାଚନୀ ବଣ୍ଡ ତଥ୍ୟ, ଦେବାକୁ ମନା କଲା ଏସବିଆଇ