ଷ୍ଟେଟବ୍ୟାଙ୍କକୁ ପୁଣି ଡେଡ଼ଲାଇନ, ମାର୍ଚ୍ଚ ୨୧ ସୁଦ୍ଧା ନିର୍ବାଚନୀ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ଦିଅ – ସୁପ୍ରିମକୋର୍ଟ

ଡେସ୍କ: ମାର୍ଚ୍ଚ ୨୧ ସୁଦ୍ଧା ନିର୍ବାଚନୀ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିବାକୁ ଷ୍ଟେଟବ୍ୟାଙ୍କକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ, ଏସବିଆଇ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିବା ଆବଶ୍ୟକ ଏବଂ ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ। ମୃତ୍ୟୁ ପୂର୍ବରୁ ଘଟେ ଏହି ୪ଟି ରହସ୍ୟମୟ ଘଟଣା.. ମାର୍ଚ୍ଚ ୨୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ଏସବିଆଇ … Continue reading ଷ୍ଟେଟବ୍ୟାଙ୍କକୁ ପୁଣି ଡେଡ଼ଲାଇନ, ମାର୍ଚ୍ଚ ୨୧ ସୁଦ୍ଧା ନିର୍ବାଚନୀ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ଦିଅ – ସୁପ୍ରିମକୋର୍ଟ