ଆଜିର ରାଶିଫଳ (୦୯.୦୩.୨୦୨୪)

ମେଷ: ମନୋଜ୍ଞ ହେବେ। ଜ୍ଞାନାନୁରକ୍ତ ହୋଇପାରନ୍ତି। ସଦାସର୍ବଦା ସାଧୁସଙ୍ଗ ଲାଭ କରିବାର ପ୍ରୟାସୀ ହୋଇପାରନ୍ତି। ଉଚ୍ଚାସନ ମିଳିପାରେ। ବିନୟ ଭାବାପନ୍ନ ହେବେ। ଜୀବେ ଦୟା ପ୍ରତିଭାର ଅଧିକାରୀ ହେବେ। ବୃଷ: ସାଧୁ ସଙ୍ଗ ପାଇଁ ତୀର୍ଥ ଭ୍ରମଣରେ ଆଗ୍ରହୀ ହେବେ। ପ୍ରଭୂତ କୋଷର ଅଧିକାରୀ ହେବେ। ପତ୍ନୀ ବାକ୍ୟ ପଟୁ ହୋଇପାରନ୍ତି। ଧନ ଗ୍ରହଣର ଲାଳସା ରହିଛି। ବିବେକାନୁମୋଦିତ ବିଦ୍ୟା ଲାଭ କରିବେ। ମିଥୁନ: ଧର୍ମ କଥାନୁରକ୍ତ ହୋଇପାରନ୍ତି। ଗୁରୁ-ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିପାରନ୍ତି। ନୀତି ନିୟମ … Continue reading ଆଜିର ରାଶିଫଳ (୦୯.୦୩.୨୦୨୪)