ଦକ୍ଷିଣ ରାଉରକେଲା ଯାଦବ ମହାସଂଘ ଆନୁକୂଲ୍ୟରେ ପବିତ୍ର ଦୋଳ ଓ ହୋଲି ପାଳିତ

ସାରନଗରୀ :ଦୋଳ ପୂର୍ଣ୍ଣିମାରେ ଭଗବାନ ଶ୍ରୀକୃଷ୍ଣ ଓ ରାଧା ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।ଦକ୍ଷିଣ ରାଉରକେଲା ନାରାୟଣ ମାର୍କେଟ ନିକଟସ୍ଥ ରାଧାକୃଷ୍ଣ ମଣ୍ଡପ ଠାରେ ଦକ୍ଷିଣ ରାଉରକେଲା ଯାଦବ ମହାସଂଘ ପକ୍ଷରୁ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ମହୋତ୍ସବ ଆନନ୍ଦ ଉଲ୍ଲାଶ ମଧ୍ୟରେ ପାଳିତ ହୋଇଯାଇଛି । ଯାଦବ ମହାସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ।

kalyan agarbati

Comments are closed.