ଦେଖନ୍ତୁ ଭିଡିଓ; ମେଳାରେ ଦେଖୁଥିଲେ ଯୁବତୀଙ୍କ ନୃତ୍ୟ, ହଠାତ୍‌ ଖସି ପଡିଲା ଟିଣ ଛାତ..

ପାଟନା : ବିହାରର ସାରଣ ଜିଲା ଇସୁଆପୁର ମେଳାରେ ମଙ୍ଗଳବାର ବିଳମ୍ବିତ ରାତିରେ ଅକେଷ୍ଟ୍ରା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ଶହଶହ ଲୋକେ ଟିଣର ଛାତରେ ବସି ନୃତ୍ୟ ଦେଖୁଥିଲେ । ସେହି ସମୟରେ ଟିଣ ଛାତ ଖସି ପଡିଥିଲା । ତଳେ ଠିଆ ହୋଇଥିବା ଲୋକଙ୍କ ନିକଟରେ ଏହି ଟିଣ ଛାତ ଖସି ପଡିଥିଲା । ଏହି ଅଘଟଣରେ ଶହେରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି । ଘଟଣାର … Continue reading ଦେଖନ୍ତୁ ଭିଡିଓ; ମେଳାରେ ଦେଖୁଥିଲେ ଯୁବତୀଙ୍କ ନୃତ୍ୟ, ହଠାତ୍‌ ଖସି ପଡିଲା ଟିଣ ଛାତ..