ଶ୍ୱଶୁର ଘର ଲୋକେ କଲେ ଏମିତି ; ଅତିଷ୍ଟ ହୋଇ ଆତ୍ମହତ୍ୟା କଲେ ଜ୍ୱାଇଁ..

ନୂଆଦିଲ୍ଲୀ : ବରନାଲା ଜିଲାର ଗାଁ ଫତେହଗଡ ଛତ୍ରାର ବାସିନ୍ଦା ୩୦ ବର୍ଷୀୟ ଗୁରଦାସ ସିଂହ ନିଜ ଶ୍ୱଶୁର ଘର ଲୋକଙ୍କ ଠାରୁ ଅତିଷ୍ଟ ହୋଇ ବିଷାକ୍ତ ପାନୀୟ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଗୁରଦାସ ସିଂହ ନିଜ ମାଆ-ବାପାଙ୍କ ଏକମାତ୍ର ପୁଅ ଥିଲେ । ବିବାହ ପରେ ଗୁରଦାସଙ୍କ ଗୋଟିଏ ୯ ବର୍ଷର ପୁଅ ମଧ୍ୟ ଅଛି। ପୁଲିସ ଖବର ପାଇ ମୃତଦେହ ଜବତ କରିବା ପରେ ମୃତକଙ୍କ ପତ୍ନୀ ଓ ଶାଶୁ … Continue reading ଶ୍ୱଶୁର ଘର ଲୋକେ କଲେ ଏମିତି ; ଅତିଷ୍ଟ ହୋଇ ଆତ୍ମହତ୍ୟା କଲେ ଜ୍ୱାଇଁ..