କୋଲକାତା ଦୁଷ୍କର୍ମ – ଇଡି ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ ସନ୍ଦୀପ ଘୋଷଙ୍କ ପୂର୍ବତନ ସହଯୋଗୀ
ଡେସ୍କ: କୋଲକାତା ଆର୍ ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଡାକ୍ତରଙ୍କ ଦ୍ୱାରା ହୋଇଥିବା ଆର୍ଥିକ ଅନିୟମିତତାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ ଦାବି କରିଛନ୍ତି। ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲ୍ଲୀଙ୍କୁ ଜଷ୍ଟିସ ରାଜର୍ଷି ଭରଦ୍ୱାଜ ଏହି ପିଟିସନ ଦାଖଲ କରିବାକୁ ଅନୁମତି ଦେଇଛନ୍ତି। ଏହା ପୂର୍ବରୁ ଅଲ୍ଲୀ ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ … Continue reading କୋଲକାତା ଦୁଷ୍କର୍ମ – ଇଡି ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ ସନ୍ଦୀପ ଘୋଷଙ୍କ ପୂର୍ବତନ ସହଯୋଗୀ
Copy and paste this URL into your WordPress site to embed
Copy and paste this code into your site to embed