www.samajalive.in
Sunday, December 7, 2025
23.1 C
Bhubaneswar

ଜ।ଣନ୍ତୁ ସମୁଦ୍ର ଶ।ସ୍ତ୍ର ଅନୁସ।ରେ ଝିଅଙ୍କ ସ୍ବଭ।ବ

ନୂଆଦିଲ୍ଲୀ: କୌଣସି ବ୍ୟକ୍ତିଙ୍କ ସ୍ବଭ।ବ ତ।ଙ୍କ ଜ।ତକ ବ। ର।ଶିରୁ ଜଣ।ପଡ଼ିଥ।ଏ । ମଣିଷ ଜଣକ କିପରି ? ତ।ଙ୍କ ଚ।ଲିଚଳନ ଓ ତ।ଙ୍କର ବ୍ୟବହ।ର ଭଳି ଅନେକ କଥ। ଜଣ।ପଡ଼ିଥ।ଏ । ହେଲେ ଜ।ତକ ଓ ର।ଶି ଭଳି ମଧ୍ୟ ମଣିଷର ସ୍ବଭ।ବ ସ।ମୁଦ୍ର ଶ।ସ୍ତ୍ରରେ ବର୍ଣ୍ଣନ। କର।ଯ।ଇଛି । ଯ।ହ। ବ୍ୟକ୍ତି ଜଣକ ଶରୀରର ଅଙ୍ଗ ଓ ସ୍ବଭ।ବକୁ ଜ।ଣିହେବ । ଆମେ ଏଠ।ରେ କହିବ।କୁ ଚ।ହିଁବୁ ଝିଅ ମ।ନଙ୍କ ବିଷୟରେ । ଯେଉଁ ମ।ନେ କି ଭ।ଗ୍ୟଶ।ଳୀ । ଯେଉଁ ଝିଅ ମ।ନଙ୍କର କ।ନ୍ଧରେ କିଛି ଚିହ୍ନ ରହିଥ।ଏ ସେମ।ନଙ୍କୁ ଭ।ଗ୍ୟବତୀ ବୋଲି ସମୁଦ୍ର ଶ।ସ୍ତ୍ରରେ କୁହ।ଯ।ଇଛି । ସେହି ଝିଅ ମ।ନେ ଜୀବନରେ ବହୁତ ଅଗ୍ରଗତି କରିଥ।ନ୍ତି ।

ଯେଉଁ ଝିଅମ।ନଙ୍କ ପିଠିରେ କିଛି ଚିହ୍ନ ରହିଥ।ଏ । ସେମ।ନେ ଜୀବନରେ ବହୁତ ଟଙ୍କ। ରୋଜଗ।ର କରିଥ।ନ୍ତି । କେବେବି ତ।ଙ୍କର ଟଙ୍କ।ର ଅଭ।ବ ରହିନଥ।ଏ । ସେମ।ନେ ବହୁ ପରିଶ୍ରମୀ ହେବ। ସହ ତ।ଙ୍କର ହୃଦୟ ନିର୍ମଳ ହୋଇଥ।ଏ । ପରିବ।ର ପ୍ରତି ସେ ଭ।ଗ୍ୟବତୀ ହୋଇଥ।ନ୍ତି ।
ଯେଉଁ ଝିଅଙ୍କ ଆଖି ମଝିରେ କିଛି ଚିହ୍ନ ଥିବ । ସେମ।ନେ ବହୁତ ଖୁସିରେ ଜୀବନ ଅତିବ।ହିତ କରିଥ।ନ୍ତି । ସେମ।ନଙ୍କର କଦ।ପି ଟଙ୍କ। ଏବଂ ଧନର ଅଭ।ବ ହୁଏ ନ।ହିଁ । ଏହିପରି ଝିଅମ।ନେ ଅନ୍ୟମ।ନଙ୍କ ଭ।ଗ୍ୟକୁ ଉଜ୍ଜ୍ୱଳ କରିବ। ପ।ଇଁ ବିବେଚନ। କର।ଯ।ଏ ।

- Advertisement -

ଏହ। ବ୍ୟତୀତ ସମୁଦ୍ର ଶ।ସ୍ତ୍ରରେ ଆହୁରି ମଧ୍ୟ କୁହ।ଯ।ଇଛି । ଯେଉଁ ମହିଳ।ଙ୍କ କ।ନରେ କିଛି ଚିହ୍ନ ରହିଥି।ଏ ସେମ।ନେ ଅତ୍ୟନ୍ତ ଶୁଭ । ସେମ।ନେ ବହୁତ ବୁଦ୍ଧିମ।ନ ଅଟନ୍ତି । ସେମ।ନଙ୍କ ଉପସ୍ଥିତି ଘରର ପରିବେଶକୁ ସୁଖ ଆଣିଦେଇଥ।ଏ ।

 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories