ଜାଣନ୍ତୁ ସାମ୍ସଙ୍ଗ୍ର ନୂଆ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ଦାମ୍ କେତେ; ଏହି ଦିନରୁ ଆରମ୍ଭ ହେବ ବିକ୍ରି
ନୂଆଦିଲ୍ଲୀ : ସାମ୍ସଙ୍ଗ୍ ନିଜର ନୂଆ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ସିରିଜ ଲଞ୍ଚ କରିଛି । କମ୍ପାନୀ ଚଳିତ ବର୍ଷ ୩ ପ୍ରକାର ଫୋଲ୍ଡେବଲ୍ ଫୋନ୍ ଲଞ୍ଚ କରିଛି । ଏଥିରେ ଏକ ବୁଲ୍ ଷ୍ଟାଇଲ୍ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ଗାଲେକ୍ସି ଜେଡ୍ ଫୋଲ୍ଡ ୭, ଗାଲେକ୍ସି ଜେଡ୍ ଫ୍ଲିପ୍ ୭, ଗାଲେକ୍ସି ଜେଡ୍ ଫ୍ଲିପ୍ ୭ଏଫଇ ସାମିଲ ରହିଛି । ଏହି ଫୋନ୍ ଆଣ୍ଡରଏଡ୍ ୧୬ ଉପରେ ଆଧାରିତ ୱାନ୍ ୟୁଆଇ ସହିତ ଆସିଥାଏ ଏବଂ ଏଥିରେ ଶକ୍ତିଶାଳୀ … Continue reading ଜାଣନ୍ତୁ ସାମ୍ସଙ୍ଗ୍ର ନୂଆ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ଦାମ୍ କେତେ; ଏହି ଦିନରୁ ଆରମ୍ଭ ହେବ ବିକ୍ରି
Copy and paste this URL into your WordPress site to embed
Copy and paste this code into your site to embed