ଭୁବନେଶ୍ବର: କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ ସିଏଏକୁ ବିରୋଧ କରି ‘ସମ୍ବିଧାନ ବଞ୍ଚାଅ ଭାରତ ବଞ୍ଚାଅ’ ରାଲି କରାଯାଇଛି। କଂଗ୍ରେସ ଭବନରୁ ରାଜମହଲ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଛି। ପିସିସି ସଭାବତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ କର୍ମୀ ସାମିଲ ହୋଇଛନ୍ତି।
Popular Categories



