ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର : ପବିତ୍ର ମହାଳୟା ତିଥି ଅବସରରେ ମାଁ ସମଲେଶ୍ୱରୀ ଧବଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଭକ୍ତ ମାନଙ୍କ ଅବଗତି ନିମନ୍ତେ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ସୂଚନାନୁଯାୟୀ, ମହାଳୟା ସହିତ ଦଶହରା ଉତ୍ସବ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରାକ ପ୍ରସ୍ତୁତି ଶେଷ ହୋଇଯାଇଛି। ଏଥି ପାଇଁ ମାଁଙ୍କ ପୀଠ ଉତ୍ସବ ମୁଖର ହୋଇଥିବା ବେଳେ ମନ୍ଦିରକୁ ବିଭିନ୍ନ ରଙ୍ଗୀନ ଆଲୋକମାଳା ସହିତ ତୋରଣରେ ସୁସଜ୍ଜିତ କରାଯାଇଛି। … Continue reading ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ