ମାଈହାତୀର ମୃତଦେହ ଠାବ

ସମ୍ବଲପୁର : ସମ୍ବଲପୁରରେ ଗୋଟିଏ ମାଈହାତୀର ମୃତଦେହ ଠାବ ହୋଇଛି। ସଦର ଫରେଷ୍ଟ ରେଞ୍ଜ ଝାଙ୍କରବାହାଲି ବଦୁଆପାଲି ଅଞ୍ଚଳରେ ଏହି ଘଟଣା ଘଟିଥିବା ଗୁରୁବାର ସାମ୍ନାକୁ ଆସିଛି। ଖବର ପାଇ ଘଟଣାସ୍ଥଳରେ ବନବିଭାଗର ଅଧିକାରୀ ଓ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି ବୋଲି ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ ଜଣେ ଏସିଏଫ୍ କରୁଛନ୍ତି ବୋଲି ସମ୍ବଲପୁର ଡିଏଫଓ କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ … Continue reading ମାଈହାତୀର ମୃତଦେହ ଠାବ