ଚା’ରେ ଏକ ଚୁଟକି ଲୁଣ ପକାଇ ପିଇଲେ..

ଅନେକ ଲୋକଙ୍କ ସକାଳର ଆରମ୍ଭ ଏକ କପ ଚା’ରୁ ହୋଇଥାଏ। ସେଭଳି ଲୋକେ ବିଭିନ୍ନ ଉପାୟରେ ଭିନ୍ନ ଭିନ୍ନ ଚା’ ପିଇବାକୁ ପସନ୍ଦ କରିଥାଆନ୍ତି। ସେଭଳି ଦେଖାଯାଏ, କିଛି ଲୋକେ ଚା’ରେ ସାମାନ୍ୟ ଲୁଣ ପକାଇ ଥାଆନ୍ତି। ଚା’ରେ ସାମାନ୍ୟ କଳା ଲୁଣ ପକାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଥଣ୍ଡା-କାଶ ହେବା ଦ୍ୱାରା ଚା’ରେ ଲୁଣ ପକାଇ ପିଇବାକୁ ପରାମର୍ଶ ଦିଆଯାଇଥାଏ। ଏହାଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ବାସ୍ ଏହି ଗୋଟିଏ … Continue reading ଚା’ରେ ଏକ ଚୁଟକି ଲୁଣ ପକାଇ ପିଇଲେ..