ବଢିଲା ସୁରକ୍ଷା ବ୍ୟବସ୍ଥା; ସଲମାନ୍‌ ଖାନ୍‌ଙ୍କୁ ୱାଇ ପ୍ଲସ୍‌ ସିକ୍ୟୁରିଟି

ମୁମ୍ବଇ : ବଢିଲା ଭାଇଜାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା । ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ୱାଇ ପ୍ଲସ୍‌ ସିକ୍ୟୁରିଟି ମିଳିଛି । ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବଢିଲା ସଲମାନ୍‌ ଖାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା । ୱାଇ ପ୍ଲସ୍‌ ସିକ୍ୟୁରିଟି ସହ ସଲମାନ୍‌ଙ୍କ ପାଇଁ ପୁଲିସ ଏସକର୍ଟ କାର୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାସହ ଅନିର୍ଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମ ସୁଟିଂ, ମିଟିଂ ଓ ଟେଲିଭିଜନ୍ ଶୋ’ ବାତିଲ କରିଛନ୍ତି  ସଲମାନ୍। ସୂଚନା ଯୋଗ୍ୟ, ଲରେନ୍ସ ବିଷ୍ଣୋଇ … Continue reading ବଢିଲା ସୁରକ୍ଷା ବ୍ୟବସ୍ଥା; ସଲମାନ୍‌ ଖାନ୍‌ଙ୍କୁ ୱାଇ ପ୍ଲସ୍‌ ସିକ୍ୟୁରିଟି