ସଲମାନ ଖାନଙ୍କ ଘର ଉପରେ ଫାୟାରିଂ ମାମଲା, ୨୮୦ କିମି ଦୂର ନଦୀରୁ ମିଳିଲା ପ୍ରମାଣ

ଡେସ୍କ: ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଫାୟାରିଂ ମାମଲାରେ ବଡ ଅପଡେଟ ଆସିଛି। ଏହି ଫାୟାରିଂରେ ବ୍ୟବହୃତ ବନ୍ଧୁକ ଜବତ କରାଯାଇଛି। ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁରଟର ତାପି ନଦୀରୁ ଫାୟାରିଂରେ ବ୍ୟବହୃତ ବନ୍ଧୁକ ଓ କେତେକ ଜୀବନ୍ତ ଗୁଳି ଉଦ୍ଧାର କରାଯାଇଛି। ଏନକାଉଣ୍ଟର ସ୍ପେସାଲିଷ୍ଟ ଭାବେ ପରିଚିତ ବରିଷ୍ଠ ପୁଲିସ ଅଧିକାରୀ ଦୟା ନାୟକଙ୍କ ନେତୃତ୍ୱରେ ଅନ୍ୟ ଅଧିକାରୀମାନଙ୍କ ଏକ ଟିମ ତାପି ନଦୀରେ ବନ୍ଧୁକ … Continue reading ସଲମାନ ଖାନଙ୍କ ଘର ଉପରେ ଫାୟାରିଂ ମାମଲା, ୨୮୦ କିମି ଦୂର ନଦୀରୁ ମିଳିଲା ପ୍ରମାଣ