ସାଲେପୁର : ୩ ନାବାଳିକା ଝିଅଙ୍କ ସହ ମାଆର ଆତ୍ମାହୁତି ଉଦ୍ୟମ। ଏଭଳି ଏକ ଅଭାବନୀୟ ଘଟଣା ନିଶ୍ଚିତକୋଇଲି ଥାନା ବାଲିଆପଦା ଗାଁରୁ ଗୁରୁବାର ସାମ୍ନାକୁ ଆସିଛି। ସ୍ୱାମୀର ପରକୀୟା ପ୍ରୀତି ସନ୍ଦେହରେ ମହିଳା ଜଣକ ଆତ୍ମାହୁତି ଉଦ୍ୟମ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମହିଳା ଜଣକ ଆତ୍ମାହୁତି ଉଦ୍ୟମ ବେଳେ ମହିଳାଙ୍କୁ ଗ୍ରାମବାସୀ କାବୁ କରି ପୁଲିସକୁ ଖବର ଦେଇଛନ୍ତି।
ଉପରାଷ୍ଟ୍ରପତି ନିର୍ବାଚନ.. ନାମାଙ୍କନ ପତ୍ର ଦାଖଲ କଲେ ଇଣ୍ଡିମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ
ଆତ୍ମହତ୍ୟା ନା ହତ୍ୟା.. ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର



