ସୈଫ୍‌ଙ୍କୁ ଛୁରାମାଡ; ସନ୍ଦିଗ୍ଧ ଯୁବକ ଗିରଫ

ମୁମ୍ବାଇ : ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ କରିଥିବା ଘଟଣାରେ ସନ୍ଦିଗ୍ଧ ଯୁବକକୁ ଜାନୁଆରୀ ୧୭ ଅର୍ଥାତ୍‌ ଶୁକ୍ରବାର ଦିନ ଗିରଫ କରାଯାଇଛି। ମୁମ୍ବାଇ ପୁଲିସ୍‌ର ସ୍ପେଶାଲ ଟିମ୍‌ ଯୁବକକୁ ଗିରଫ କରିଛି। ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ସୈଫ୍‌ଙ୍କୁ ଅଭିଯୁକ୍ତ ଛୁରାମାଡ କରି ଫେରାର ହୋଇଯାଇଥିଲା। ଆକ୍ରମଣ ପରେ ବାନ୍ଦ୍ରା ଷ୍ଟେସନରେ ଆକ୍ରମଣକାରୀ ଯୁବକକୁ ପୁଲିସ ଦେଖିଥିଲା ବୋଲି ଖବର ସାମ୍ନାକୁ ଆସିଥିଲା। ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଉପରେ ବିଳମ୍ବିତ ରାତିରେ … Continue reading ସୈଫ୍‌ଙ୍କୁ ଛୁରାମାଡ; ସନ୍ଦିଗ୍ଧ ଯୁବକ ଗିରଫ