ସାବିତ୍ରୀ ବ୍ରତ ପାଳନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର : ଜୁନ୍ ୬ରେ ପାଳନ କରାଯାଉଛି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ମହିଳା ମାନେ ଆଜି ପାଳନ କରୁଛନ୍ତି ସାବିତ୍ରୀ ବ୍ରତ। ଓଡିଆ ପରମ୍ପରା ଅନୁଯାୟୀ ସଧବା ମହିଳାମାନେ ବ୍ରତ ପାଳନ କରୁଛନ୍ତି। ଏଥିପାଇଁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି। ଶଙ୍ଖା, ସିନ୍ଦୂର, ଫଳ, ବିଭିନ୍ନ ପୂଜା ସାମଗ୍ରୀ ନେଇ ମନ୍ଦିରରେ ପୂଜା କରୁଛନ୍ତି ମହିଳାମାନେ। ଦିନ ତମାମ ଉପବାସ ରହି ବ୍ରତ ପାଳନ କରିବେ। ସଧବା ମହିଳା … Continue reading ସାବିତ୍ରୀ ବ୍ରତ ପାଳନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ