ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ସମ୍ପତ୍ତି ୭୦% କମିଲା

ନୂଆଦିଲ୍ଲୀ : ସ୍ବିସ୍‌ ବ୍ୟାଙ୍କରେ ଥିବା ଭାରତୀୟଙ୍କ ସମ୍ପତ୍ତି ୨୦୨୩ରେ ୭୦% କମିଛି। ଏହା ୪ବର୍ଷର ସର୍ବନିମ୍ନ ସ୍ତର ୧.୦୪ ବିଲିୟନ ସ୍ବିସ୍‌ ଫ୍ରାଙ୍କ (୯ ହଜାର ୭ଶହ ୭୧ କୋଟି ଟଙ୍କା)ରେ ପହଞ୍ଚିଥିବା ସ୍ବିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ଗୁରୁବାର ତଥ୍ୟ ପ୍ରକାଶ କରିଛି। ୨୦୨୧ରେ ୧୪ ବର୍ଷର ଉଚ୍ଚତମ ସ୍ତର ୩.୮୩ ବିଲିୟନ ସ୍ବିସ୍‌ ଫ୍ରାଙ୍କ (ସ୍ବିଜରଲ୍ୟାଣ୍ଡ ମୁଦ୍ରା)ରେ ପହଞ୍ଚିବା ପ​‌​‌ରେ କ୍ରମାଗତ ଦ୍ବିତୀୟ ବର୍ଷରେ ଭାରତୀୟଙ୍କ ସମ୍ପତ୍ତି ହ୍ରାସ ପାଇଛି। ତେବେ ମୁଖ୍ୟତଃ ବଣ୍ଡ୍, … Continue reading ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ସମ୍ପତ୍ତି ୭୦% କମିଲା