ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ପହଁଚିଲେ ଡାକ୍ତରୀ ଟିମ୍‌‌

ଡ଼େସ୍କ: ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଥିବା ଜଣାପଡିଛି। ଅତିରିକ୍ତ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଦୁଇ ଦିନରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ୧୮ ଜଣଙ୍କ ମଧ୍ୟରୁ ଡାକ୍ତରଖାନା ଆସିବା ପୂର୍ବରୁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୦ ଜଣଙ୍କ ମଧ୍ୟରୁ ସରକାରୀ ହସ୍ପିଟାଲରେ ୫ ଓ ଘରୋଇ ହସ୍ପିଟାଲରେ ୫ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ବିଷମକଟକ ବସ୍‌ଷ୍ଟାଣ୍ଡରେ ଅଘଟଣ, ଜଳିଗଲା ୪ଟି ବସ Related Posts ଅପରାହ୍ନ ୫ଟା … Continue reading ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ପହଁଚିଲେ ଡାକ୍ତରୀ ଟିମ୍‌‌