ଦେଖନ୍ତୁ ଭୟଙ୍କର ଭିଡିଓ ; କୋଳରୁ ନେଇ ୪ ମାସର ଶିଶୁକୁ ଝୁଣି ମାରିଦେଲା ପୋଷା କୁକୁର

ନୂଆଦିଲ୍ଲୀ : ଅହମଦାବାଦରେ ଏକ ଛାତିଥରା ଓ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି । ଘଟଣାଟି ହଇଚଇ ସହ ଭୟର ବାତାବରଣ ଖେଳାଇଛି । ଏଠାରେ ଏକ ପୋଷା ରଟ୍‌ୱିଲର୍‌ କୁକୁର ଆକ୍ରମଣ କରିବା ପରେ ୪ ମାସର ଏକ ଶିଶୁର ମୃତ୍ୟୁ ଘଟିଛି । ଘଟଣା ପରେ କୁକୁର ମାଲିକକୁ ପୁଲିସ ଗିରଫ କରିଛି । ଉକ୍ତ ବ୍ୟକ୍ତିଙ୍କ ନିକଟରେ ଅସାବଧାନତା କାରଣରୁ ମୃତ୍ୟୁ ଓ ହିଂସ୍ର ଜନ୍ତୁକୁ ଅସାବଧାନତା ସହ ରଖିବା ନେଇ ମାମଲା … Continue reading ଦେଖନ୍ତୁ ଭୟଙ୍କର ଭିଡିଓ ; କୋଳରୁ ନେଇ ୪ ମାସର ଶିଶୁକୁ ଝୁଣି ମାରିଦେଲା ପୋଷା କୁକୁର