ବୋଲିଂ କରୁଥିଲେ ଓ୍ବାଶିଂଟନ ସୁନ୍ଦର, ହଠାତ ମାରିବାକୁ ଦୌଡ଼ିଲେ ରୋହିତ ! ଜାଣନ୍ତୁ କ’ଣ ଥିଲା ସମ୍ପୂର୍ଣ୍ଣ ଘଟଣା

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରବିବାର କଲୋମ୍ବୋସ୍ଥିତ ଆର. ପ୍ରେମଦାସା ଷ୍ଟାଡିୟମରେ ୨ୟ ଦିନିକିଆ ମ୍ୟାଚ ଶେଷ ହୋଇଛି। ଭାରତ ଏହି ମ୍ୟାଚରେ ଘରୋଇ ଶ୍ରୀଲଙ୍କାଠାରୁ ପରାଜୟବରଣ କରିଛି। ତେବେ ଏହି ମ୍ୟାଚରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଓ୍ବାଶିଂଟନ ସୁନ୍ଦର ବୋଲିଂ କରୁଥିବା ସମୟରେ ରୋହିତ ଶର୍ମା ହଠାତ ତାଙ୍କୁ ମାରିବାକୁ ଦୌଡ଼ି ଆସିଥିଲେ। ଏଭଳି ଦୃଶ୍ୟ ଦେଖି ପଡ଼ିଆରେ ଉପସ୍ଥିତ ଅମ୍ପାୟାର ଏବଂ ଖେଳାଳିମାନେ ହଠାତ କିଛି ବୁଝିପାରି … Continue reading ବୋଲିଂ କରୁଥିଲେ ଓ୍ବାଶିଂଟନ ସୁନ୍ଦର, ହଠାତ ମାରିବାକୁ ଦୌଡ଼ିଲେ ରୋହିତ ! ଜାଣନ୍ତୁ କ’ଣ ଥିଲା ସମ୍ପୂର୍ଣ୍ଣ ଘଟଣା