ୟୁଟ୍ୟୁବ୍ ଭିଡିଓ ଦେଖି ନିର୍ମାଣ କଲେ କମ୍ପାନୀ, ମିଳିଲା ୫୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଆଜିର ଯୁଗରେ ଇଣ୍ଟରନେଟ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କୌଣସି ଜିନିଷ କିଣିବା ହେଉ କିମ୍ବା ଖାଦ୍ୟ ଅର୍ଡର କରିବା ହେଉ, ସବୁ କିଛି ଅନଲାଇନରେ ହୋଇଯାଉଛି । ସେହିଭଳି ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍ ମଧ୍ୟ ଅନେକ ଶିକ୍ଷଣୀୟ ତଥ୍ୟ ଯୋଗାଇ ଦେଉଛି । ନିକଟରେ ଏହାର ଏକ ବଡ ଉଦାହରଣ ଦେଖିବାକୁ ମିଳିଛି । ଶାର୍କ ଟ୍ୟାଙ୍କ ଇଣ୍ଡିଆର ତୃତୀୟ ସିଜନ ଲାଇଭ୍ ହୋଇସାରିଛି ଏବଂ ଏଥିରେ ବିହାରର ୨ … Continue reading ୟୁଟ୍ୟୁବ୍ ଭିଡିଓ ଦେଖି ନିର୍ମାଣ କଲେ କମ୍ପାନୀ, ମିଳିଲା ୫୦ ଲକ୍ଷ ଟଙ୍କା