www.samajalive.in
Tuesday, December 9, 2025
16.1 C
Bhubaneswar

ରବର୍ଟ ଭଦ୍ରାଙ୍କୁ ପୁଣି ଇଡିର ଜେରା

ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ(ଭଦ୍ରା)ଙ୍କ ସ୍ୱାମୀ ରବର୍ଟ ଭଦ୍ରା ବୁଧବାର ନୂଆଦିଲ୍ଲୀରେ ପୁନର୍ବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ । ତାଙ୍କୁ ଜେରା କରିବା ପାଇଁ ଇଡିରେ ହାଜର ହେବାକୁ କୁହାଯାଇଥିଲା । ଲଣ୍ଡନରେ ୧୯ ଲକ୍ଷ ପାଉଣ୍ଡ୍‍ ମୂଲ୍ୟର ସମ୍ପତ୍ତି କିଣିବା ସଂକ୍ରାନ୍ତ କଳାଧନ ମାମଲାରେ ଭଦ୍ରାଙ୍କୁ ଜେରା କରାଯାଉଛି । ଚଳିତ ମାସ ପ୍ରାରମ୍ଭରେ ତାଙ୍କୁ ଏହି ମାମଲାରେ ଜେରା କରାଯାଇଥିଲା। ତଦନ୍ତରେ ସହଯୋଗ କରିବାପାଇଁ ଦିଲ୍ଲୀର ଏକ ଅଦାଲତ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

- Advertisement -

 

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories