ମୁକୁଳା ଡ୍ରେନରୁ ଉଦ୍ଧାର ନାବାଳକକୁ ମୃତ ଘୋଷଣା କଲେ ଡାକ୍ତର

ଭୁବନେଶ୍ୱର : ମୁକୁଳା ଡ୍ରେନରେ ଖସିପଡିଥିବା ନାବାଳକକୁ କ୍ୟାପିଟାଲ ହସ୍ପିଟାଲରେ ମୃତ ଘୋଷଣା କରାଯାଇଛି । ଅନେକ ସମୟର ପ୍ରଚେଷ୍ଟା ପରେ ଉଦ୍ଧାର କରି ଶିଶୁକୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ମୃତ ବାଳକଙ୍କ ନାଁ ଏସ କେ ରାଜେଶ୍ । ଭୁବନେଶ୍ୱର ମସଜିଦ୍ କଲୋନୀ ପାଖ ଡ୍ରେନରେ ଏକ ବେଲୁନ ଭାସିଯାଉଥିବା ସମୟରେ ସେ ଆଣିବାକୁ ଯାଇ ଖସିପଡିଥିଲା । ପ୍ରବଳ ବର୍ଷା ଯୋଗୁଁ … Continue reading ମୁକୁଳା ଡ୍ରେନରୁ ଉଦ୍ଧାର ନାବାଳକକୁ ମୃତ ଘୋଷଣା କଲେ ଡାକ୍ତର