୨୦୨୩ ସରସ୍ୱତୀ ସମ୍ମାନ ପାଇବେ ବିଶିଷ୍ଟ କବି ପ୍ରଭା ବର୍ମା

ଡେସ୍କ: ପ୍ରସିଦ୍ଧ କବି ପ୍ରଭା ବର୍ମା ମାଲାୟାଲମ ଭାଷାରେ ଉଲ୍ଲେଖନୀୟ କୃତ୍ତି ନିମନ୍ତେ ୨୦୨୩ ବର୍ଷ ପାଇଁ ସରସ୍ୱତୀ ସମ୍ମାନ ପାଇବେ। ତାଙ୍କର ମାଲାୟାଲମ ଭାଷାର କବିତା କୃତି ‘ରୁଦ୍ର ସାଥୱିକମ୍’ ଏବଂ ୨୦୧୩ରୁ ୨୦୨୨ ମଧ୍ୟରେ ସାହିତ୍ୟରେ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ସମ୍ମାନରେ ପ୍ରଶଂସାପତ୍ର, ଫଳକ ଓ ପନ୍ଦର ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି। କୋଲକାତାରେ ନିର୍ମାଣାଧୀନ କୋଠା ଭୁଶୁଡ଼ି ୭ ମୃତ, କଠୋର କାର୍ଯ୍ୟାନୁଷ୍ଠାନ … Continue reading ୨୦୨୩ ସରସ୍ୱତୀ ସମ୍ମାନ ପାଇବେ ବିଶିଷ୍ଟ କବି ପ୍ରଭା ବର୍ମା