‘ଜୁନ୍ ୨୦୨୪’ ୟୁଜିସି ନେଟ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ଡେସ୍କ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ – ୟୁଜିସି ଜାତୀୟ ଯୋଗ୍ୟତା ପରୀକ୍ଷା, ୟୁଜିସି ନେଟ୍ ଜୁନ୍ ୨୦୨୪ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟରେ ଉପଲବ୍ଧ ଲିଙ୍କ ମାଧ୍ୟମରେ ଜାତୀୟ ଯୋଗ୍ୟତା ପରୀକ୍ଷା ପାଇଁ ଆବେଦନ କରିପାରିବେ। ପଞ୍ଜୀକରଣ ପ୍ରକ୍ରିୟା ମେ’ ୧୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଅନଲାଇନ ମାଧ୍ୟମରେ ପରୀକ୍ଷା ଫି’ ଦାଖଲ କରିବାର ଶେଷ ତାରିଖ ମେ’ ୧୧ରୁ ୧୨ ତାରିଖ … Continue reading ‘ଜୁନ୍ ୨୦୨୪’ ୟୁଜିସି ନେଟ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ