ସ୍ପଷ୍ଟ ଦିବାଲୋକରେ ବୃଦ୍ଧାଙ୍କୁ ହତ୍ୟା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ରେଢ଼ାଖୋଲ ସହର ଦେହୁରୀସାହି ପଡାରେ ଗୁରୁବାର ସ୍ପଷ୍ଟ ଦିବା ଲୋକରେ କେହି ଜଣେ ଦୁର୍ବୃତ୍ତ ଜଣେ ବୃଦ୍ଧ।ଙ୍କୁ ହତ୍ୟା କରି ଫେରାର ହୋଇଯାଇଛି। ମୃତ ବୃଦ୍ଧା ଜଣଙ୍କ ତରଙ୍ଗିନୀ ସାହୁ (୬୫) ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗୁରୁବାର ସକାଳୁ ବୃଦ୍ଧା ଜଣକ ସାହିରେ ବୁଲାବୁଲି କରୁଥିବା ବେଳେ ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତ କେମିତି ବୃଦ୍ଧା ଜଣଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ ବୋଲି ସାଧାରଣରେ ନାନା ପ୍ରଶ୍ନ ଉଠୁଛି। … Continue reading ସ୍ପଷ୍ଟ ଦିବାଲୋକରେ ବୃଦ୍ଧାଙ୍କୁ ହତ୍ୟା