ଏପରି ଜିଓ ହଟ୍ଷ୍ଟାରରେ ମାଗଣାରେ ଦେଖନ୍ତୁ ଆଇପିଏଲ ଫାଇନାଲ
ସମାଜ ଡିଜିଟାଲ ଡେସ୍କ: ଆଇପିଏଲ ୨୦୨୫ ଫାଇନାଲ ମ୍ୟାଚ ପଞ୍ଜାବ କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଏହି ରୋମାଞ୍ଚକର ମ୍ୟାଚ ଜିଓ ହଟ୍ଷ୍ଟାରରେ ଦେଖିବାକୁ ଚାହୁଁଛନ୍ତି କିନ୍ତୁ ସବସ୍କ୍ରିପସନ୍ ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଏୟାରଟେଲ, ଜିଓର କିଛି ଏପରି ପ୍ଲାନ ରହିଛି ଯାହା ବିଷୟରେ ଜାଣିଲେ ଆପଣ ମାଗଣାରେ ଜିଓ ହଟ୍ଷ୍ଟାର ଦେଖିପାରିବେ । କେବଳ ରିଚାର୍ଜ ପାଇଁ ଦେୟ ଦେବାକୁ ପଡିବ ଏବଂ ଆପଣ … Continue reading ଏପରି ଜିଓ ହଟ୍ଷ୍ଟାରରେ ମାଗଣାରେ ଦେଖନ୍ତୁ ଆଇପିଏଲ ଫାଇନାଲ
Copy and paste this URL into your WordPress site to embed
Copy and paste this code into your site to embed