www.samajalive.in
Tuesday, December 9, 2025
19.1 C
Bhubaneswar

ପୁରୁଣା ପେନସନ ଯୋଜନା ଆର୍ଥିକ ସଂସ୍କାରର ଲାଭକୁ କ୍ଷୁର୍ଣ୍ଣ କରିବ – ରିଜର୍ଭ ବ୍ୟାଙ୍କ

ଡେସ୍କ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ନୂତନ ପେନସନ ଯୋଜନା – NPSରୁ ପୁରୁଣା ପେନସନ ଯୋଜନା OPSକୁ ପ୍ରତ୍ୟାବର୍ତ୍ତନ ଆର୍ଥିକ ଦୃଷ୍ଟିରୁ ସ୍ଥାୟୀ ନୁହେଁ। ଆରବିଆଇ କହିଛି ଯେ ଯେଉଁ ସମୟରେ ଅଧିକାଂଶ ଦେଶ ସ୍ଥିରୀକୃତ ଅବଦାନ ଯୋଜନା ଆଡକୁ ଯାଉଛନ୍ତି, ସେତେବେଳେ କେତେକ ରାଜ୍ୟ ଦ୍ୱାରା ପୁରୁଣା ପେନସନ ଯୋଜନାକୁ ଫେରିବା ଅତୀତର ଆର୍ଥିକ ସଂସ୍କାରର ଲାଭକୁ କ୍ଷୁର୍ଣ୍ଣ କରିବ। କେନ୍ଦ୍ରୀୟ ବ୍ୟାଙ୍କ ଏହାର ମାସିକ ବୁଲେଟିନର ସେପ୍ଟେମ୍ବର ସଂସ୍କରଣରେ ଏକ ରିପୋର୍ଟ ପ୍ରକାଶ କରିଛି ଯାହାର ଶୀର୍ଷକ ହେଉଛି “Fiscal Cost of Reverting to the Old Pension Scheme by the Indian States – An Assessment”।

ଏହି ରିପୋର୍ଟରେ, ଆରବିଆଇ କହିଛି ଯେ ପୁରୁଣା ପେନସନ ଯୋଜନାକୁ ଫେରିବା କାରଣରୁ ରାଜ୍ୟଗୁଡିକର ପେନ୍‌ସନ୍‌ ସମ୍ବଳ ହ୍ରାସ ହେବ ଏବଂ ଭବିଷ୍ୟତରେ ଅନାଦେୟ ପେନ୍‌ସନ୍‌ କ୍ଷେତ୍ରରେ ବୃଦ୍ଧି ଘଟିବ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories